ଜାତୀୟ ଖବର ବିଜେପିର ନୂତନ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କିଏ, ଜାଣନ୍ତୁ ସେ କିପରି ହେଲେ ସଂଗଠନର ଶ୍ରେଷ୍ଠ ପସନ୍ଦ? ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତା ନୀତିନ ନବୀନଙ୍କୁ ଆଜି ଦଳର ନୂତନ ରାଷ୍ଟ୍ରୀୟ ସଭାପତି ନିଯୁକ୍ତ କରାଯାଇଛି। ସେ ଏହି ଉଚ୍ଚ ପଦବୀରେ ଜଗତ…