ଆଜିର ଖବର ‘ଯେତେବେଳେ ପୁଣି ରାଜଭବନ ପହଞ୍ଚିଲେ ନୀତୀଶ, ରାଜ୍ୟପାଳ କହିଲେ ଏବେ ତ ୧୫ମିନିଟ ବି ହୋଇନାହିଁ’: କଂଗ୍ରେସ ନେତାଙ୍କ କଟାକ୍ଷ ପାଟନା: ନୀତୀଶ କୁମାର ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଦିନଠାରୁ ବିରୋଧୀ ଦଳର ସମସ୍ତ ନେତା କ୍ରମାଗତ ଭାବରେ ତାଙ୍କୁ ଟାର୍ଗେଟ କରୁଛନ୍ତି।…