ଜାତୀୟ ଖବର ବିହାର ନିର୍ବାଚନ: ବିନା ଅନୁମତିରେ ହେଲିକପ୍ଟର ଅବତରଣ ପାଇଁ ବିଜେପି ନେତାଙ୍କ ବିରୋଧରେ FIR ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସମୟରେ ଏକ ବଡ଼ ସୁରକ୍ଷା ତ୍ରୁଟି ଦେଖାଦେଇଛି। ଜମୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ପ୍ରକ୍ରିୟା ସମୟରେ, ବିଜେପି ବିଧାୟକ ଶ୍ରେସି…