ଆଜିର ଖବର ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶ୍ରଣ ହେଲା ମହାରଣା ପ୍ରତାପଙ୍କ ବଂଶଜ ଗଢିଥିବା ‘ଜନତା ସେନା’ ଦଳ ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ଜନତା ସେନା ରବିବାର ଦିନ ଭାରତୀୟ ଜନତା ପାର୍ଟି ସହିତ ମିଶ୍ରଣ ହୋଇଛି।…