ଆଜିର ଖବର କଂଗ୍ରେସ ନେତାଙ୍କ ସମେତ ପରିବାରର ୪ ସଦସ୍ୟଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ ନୂଆଦିଲ୍ଲୀ: ଛତିଶଗଡର ଜାଞ୍ଜଗିର ଚମ୍ପାରେ କଂଗ୍ରେସ ନେତା ପଞ୍ଚରାମ ଯାଦବଙ୍କ ସମେତ ପରିବାରର ଚାରିଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସମସ୍ତ ଚାରିଜଣଙ୍କୁ ବିଳାସପୁରର ସିଆଇଏମ୍ଏସ୍…