ରାଜ୍ୟ ଖବର ଏଥର ସାଧାରଣତନ୍ତ୍ର ଦିବସ ନୂଆଦିଲ୍ଲୀ ପରେଡରେ ଶୋଭା ପାଇବ ଓଡିଶାର ପ୍ରଜ୍ଞାପନ ମେଢ ଭୁବନେଶ୍ବର: ନୂଆଦିଲ୍ଲୀର କର୍ତ୍ତବ୍ଯ ପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଭାରତ ସରକାରଙ୍କ ଦ୍ବାରା ସ୍ଥିରିକୃତ “ବିକଶିତ…