ଆଜିର ଖବର ହାରିବା ସତ୍ତ୍ୱେ ୨୦୨୬ WPL ର ଏଲିମିନେଟରରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ ଗଣିତ ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ର ଚତୁର୍ଥ ସଂସ୍କରଣରେ ଗୁଜରାଟ ଜାଏଣ୍ଟ୍ସ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ୧୧ ରନରେ ପରାସ୍ତ କରି ପ୍ଲେଅଫରେ ସ୍ଥାନ ନିଶ୍ଚିତ କରିଛି।…