ଆଜିର ଖବର ଜେୱାର ବିମାନବନ୍ଦରରୁ ଲକ୍ଷ୍ନୌ ଯାତ୍ରା କଲେ ୨୮ ମହିଳାଙ୍କ ସମେତ ୧୭୦ ଚାଷୀ ନୂଆଦିଲ୍ଲୀ: ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର, ଜେୱାର ନିର୍ମାଣ ପାଇଁ ଜମି ଦାନ କରିଥିବା ଚାଷୀମାନେ ଆଜି ଲକ୍ଷ୍ନୌରେ ପହଞ୍ଚିଥିଲେ। ଜେୱାରରୁ ଲକ୍ଷ୍ନୌ ପ୍ରଥମ ବିମାନରେ ପହଞ୍ଚିବା ପରେ,…