ଆଜିର ଖବର ପୌର ନିର୍ବାଚନ କାହିଁକି କଲ ନାହିଁ ? ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରୀ କଲେ ହାଇକୋର୍ଟ The Samikhsya Desk: ପୌର ନିର୍ବାଚନ କରିବାରେ ବିଫଳ ହେବା ପାଇଁ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଗତ ବର୍ଷ ଜାନୁଆରୀ…