ଆଜିର ଖବର ରାଞ୍ଚିରେ ରାଜନୈତିକ ତାପମାତ୍ରା ବଢ଼ିଲା: ଉଭୟ ମେଣ୍ଟରେ ଚାଲିଛି ଜୋରଦାର ରଣନୀତି ଝାଡ଼ଖଣ୍ଡରେ ଜୁନ୍ ୧୮ ତାରିଖରେ ହେବାକୁ ଥିବା ଦୁଇଟି ରାଜ୍ୟସଭା ଆସନ ନିର୍ବାଚନ ପୂର୍ବରୁ ରାଜନୈତିକ ପରିବେଶ ଅତ୍ୟନ୍ତ ସରଗରମ ହୋଇଉଠିଛି। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ…