ଜାତୀୟ ଖବର ଆଶ୍ଚର୍ଯ୍ୟ !!! ଆସିଲା ଜିଓର ‘ଇଣ୍ଟେଲିଜେଣ୍ଟ୍ ସପିଂ କାର୍ଟ’, ଜିନିଷ କିଣିବା ପରେ ଅଟୋମେଟିକ୍ ଆସିବ ବିଲ୍ ନୂଆଦିଲ୍ଲୀ: ଆପଣ ବର୍ତ୍ତମାନ ଗ୍ରସେରୀ ଦୋକାନରେ ବିଲ୍ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ଏହା ହେବ ସପିଂରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର। କୃତ୍ରିମ ବୁଦ୍ଧିମତା…