ବ୍ୟବସାୟ ବିଶ୍ୱର ସର୍ବବୃହତ ତୀର୍ଥଯାତ୍ରୀଙ୍କ ସମାଗମ କୁମ୍ଭ ମେଳା ସମ୍ମାନରେ ‘କୁମ୍ଭ ଜିଓ-ଫୋନ’ ର ଶୁଭାରମ୍ଭ ସମୀକ୍ଷା ବ୍ୟୁରୋ ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ସୁଲଭ କରିବାପାଇଁ ଆରମ୍ଭ ହୋଇଥିବା ଜିଓ ଫୋନ ଏବେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ନେଇ ଆସିଛି…