ଆଜିର ଖବର ଝାଡ଼ଖଣ୍ଡର ୪୩ ଟି ଆସନ ପାଇଁ ମତଦାନ ଜାରି, ଅପରାହ୍ନ ୧ ସୁଦ୍ଧା ୪୬.୩% ଭୋଟ୍ ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ୧୫ ଟି ଜିଲ୍ଲାର ୪୩ ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି।…