ଆଜିର ଖବର JNU ଛାତ୍ର ସଂଘ ନିର୍ବାଚନ: ସମସ୍ତ ଚାରୋଟି ଆସନରେ ବିଜୟୀ ହେଲା ବାମପନ୍ଥୀ ଦଳ ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ରେ ଛାତ୍ର ସଂଘ ନିର୍ବାଚନରେ ବାମପନ୍ଥୀ ଦଳ ପୁଣି ଥରେ ବାଜି ମାରିଛି। ବାମପନ୍ଥୀ ପ୍ରାର୍ଥୀମାନେ ସମସ୍ତ ଚାରୋଟି ପଦବୀରେ…