ଆଜିର ଖବର ପ୍ରେମ, ଧୋକା ଏବଂ ସ୍ୱାମୀଙ୍କ ହତ୍ୟା: ଏହି ବଲିଉଡ୍ ଫିଲ୍ମ ସହିତ ମେଳ ଖାଉଛି ସୋନମ ରଘୁବଂଶୀ ମାମଲାର କାହାଣୀ ନୂଆଦିଲ୍ଲୀ: ଇନ୍ଦୋରର ନବ ବିବାହିତ ସୋନମ ରଘୁବଂଶୀ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦମ୍ପତି ୧୧ ମେ’ରେ ବିବାହ କରିଥିଲେ…