ଆଜିର ଖବର ମେଘାଳୟରେ ଭାରତ-ଫ୍ରାନ୍ସ ମିଳିତ ସାମରିକ ଅଭ୍ୟାସ ‘ଶକ୍ତି’ ଆରମ୍ଭ ନୂଆଦିଲ୍ଲୀ: ଭାରତ – ଫ୍ରାନ୍ସର ମିଳିତ ସାମରିକ ଅଭ୍ୟାସର ୭ମ ସଂସ୍କରଣ ‘ଶକ୍ତି’ ଆଜି ମେଘାଳୟର ଉମରୋଇଠାରେ ଏକ ସମ୍ପୂର୍ଣ୍ଣ ବିକଶିତ ତଥା ଆଧୁନିକ ବିଦେଶୀ ତାଲିମ…