ବିଶେଷ ଖବର ସାମ୍ବାଦିକ ହେବା ବିଜେପି ଶାସନରେ ସବୁଠୁ ବଡ ଅପରାଧ, ସାମ୍ବାଦିକତା କାରଣରୁ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେସାଇଙ୍କ ଜୀବନକୁ ବିପନ୍ନ କରିଛି ବିଜେପି !! କେଦାର ମିଶ୍ର ବ୍ରିଟିଶ ସରକାର ଅମଳରେ ଯେଉଁ ସାମ୍ବାଦିକମାନେ ସରକାର ବିରୋଧରେ ଲେଖୁଥିଲେ, ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଉଥିଲା। ସ୍ଵାଧୀନତା ପରେ ସେ ଚିତ୍ର ବଦଳିଯିବ…