ଆଜିର ଖବର SSB Odisha Exam 2026 Postponed: ବାତ୍ୟା ଭୟରେ ୨୧ ଓ ୨୩ ନଭେମ୍ବର ପରୀକ୍ଷା ବାତିଲ ଭୁବନେଶ୍ୱର: ଓଡ଼ିଶା ମୁହାଁ ହେଉଛି ଭୀଷଣ ବାତ୍ୟା ‘ଅକ୍ୱାନ୍’। ସମୁଦ୍ରରେ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ବାତ୍ୟାକୁ ନେଇ ରାଜ୍ୟରେ ସତର୍କତା ବଢ଼ିଛି। ବାତ୍ୟାର…