ଆଜିର ଖବର ତେଲେଙ୍ଗାନା ପୋଲିସ୍ର ଏନ୍କାଉଣ୍ଟରକୁ ମାନେକା ଗାନ୍ଧୀଙ୍କ ନିନ୍ଦା ନୂଆଦିଲ୍ଲୀ,6/12: ପଶୁ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନ୍କାଉଣ୍ଟରକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ନେତା, ଅଭିନେତା ଏବଂ ସାଧାରଣ ଲୋକ…