ଆଜିର ଖବର ରାଜନୈତିକ ଭବିଷ୍ୟତକୁ ଡରି ବିଚାରଧାରାକୁ ପକେଟ୍ରେ ରଖିଲେ ସିନ୍ଧିଆ : ରାହୁଲ୍ ନୂଆଦିଲ୍ଲୀ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେବା ପରେ ଏହାକୁ ନେଇ ବୟାନ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ।…