ଆଜିର ଖବର କଟକ ବଡ ମେଡିକାଲରେ ହାଉସ ସର୍ଜନ ଓ ନସିଂ ଷ୍ଟାଫ ବିବାଦ, ରୋଗୀ ହନ୍ତସନ୍ତ, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ କଟକ: ଆଜି କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେବାରେ ଲାଗିଛି। ସେଠାରେ ହାଉସ ସର୍ଜନ ଏବଂ ନର୍ସିଂ…