ଫଟୋ ଖବର କଳାହାଣ୍ଡି ଜିଲ୍ଲାର ଏସଏଚଜି ମହିଳାମାନେ ତିଆରି କରିଥିବା ମାସ୍କକୁ ଅଧିକାରୀଙ୍କ ତଦାରଖ କଳାହାଣ୍ଡି, କୋଭିଡ ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲାର ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତରେ ଥିବା ମା ମାଣିକେଶ୍ବରୀ ଏସଏଚଜି ପ୍ରସ୍ତୁତ କରୁଛନ୍ତି ମାସ୍କ। ଏହି ମାସ୍କକୁ ତଦାରଖ କରୁଛନ୍ତି…