ଆଜିର ଖବର କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ ଭୁବନେଶ୍ୱର: ରାଜ୍ୟରେ କମୁନି କାଳବୈଶାଖୀ କୋପ । ଆଜି ୨୦ ଜିଲ୍ଲାକୁ ଝଡ଼ ବର୍ଷା ସହ ବିଜୁଳି ଓ ଘଡ଼ିଘଡ଼ି ଚେତାବନୀ ଦେଇଛି ପାଣିପାଗ ଵିଭାଗ ।…