ଆଜିର ଖବର ମହାତ୍ମା ଗାନ୍ଧୀଙ୍କ ଉପରେ କାଲିଚରଣ ମହାରାଜଙ୍କ ବିବାଦୀୟ ମନ୍ତବ୍ୟ: ଗୋଡସେଙ୍କୁ କଲେ ପ୍ରଶଂସା ନୂଆଦିଲ୍ଲୀ: କାଲିଚରଣ ମହାରାଜ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।…