ନିର୍ବାଚନ ଖବର ଅପରାଜିତାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ କାଳୁ ଖଣ୍ଡାୟତରାୟ, ନେଲେ ଏହି ଚରମ ନିଷ୍ପତି ଭୁବନେଶ୍ବର: ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଯୁଦ୍ଧ ହେବ। ତାଙ୍କୁ ଖୋର୍ଦ୍ଧା ମାଟିରୁ ବିଦାୟ ଦିଆଯିବ। ଏହିପରି ଏକ ଘୋଷଣା କରିଛନ୍ତି ଖୋର୍ଦ୍ଧା ନେତା କାଳୁ ଖଣ୍ଡାୟତରାୟ। ବିଜେପିର…