ଆଜିର ଖବର ଆଶ୍ଚର୍ଯ୍ୟ!: ୮୨ ବର୍ଷୀୟ ବୃଦ୍ଧ ଏବଂ ରିକ୍ସା ଚାଳକଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ୭୫୯ କୋଟି ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୮୨ ବର୍ଷୀୟ ବୃଦ୍ଧ, ଯିଏ ତାଙ୍କ ପେନସନ ଉଠାଇବାକୁ ଯାଇଥିଲେ, କିନ୍ତୁ ସେ…