ଆଜିର ଖବର କଂଗ୍ରେସରେ ଯୋଗଦେବାକୁ ଘୋଷଣା କରିଥିଲେ, କିନ୍ତୁ ଏବେ ବଡ ନିଷ୍ପତ୍ତି ନେଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ କହ୍ନେୟା ନୂଆଦିଲ୍ଲୀ: ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗଦେବେ ନାହିଁ। ସେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ‘ଜୋ ରାମ କୋ ଲାଏ ହେଁ, ହମ୍…