ଖେଳ ବିଶ୍ବକପ୍ ରାଉଣ୍ଡ ଅପ୍ : ୮୩ରେ ଭାରତୀୟ ଦଳର ସ୍ବର୍ଣ୍ଣିମ ଯାତ୍ରା, କପିଳଙ୍କ ନେତୃତ୍ବରେ ରଚିଲା ଇତିହାସ ସରୋଜ ଜେନା ୧୯୮୩ରେ ଅନୁଷ୍ଠିତ କ୍ରିକେଟ୍ ବିଶ୍ବକପ୍ରେ ଇତିହାସ ରଚିଥିଲା କପିଳ ଦେବଙ୍କ ଭାରତୀୟ ଦଳ। ବିଶ୍ବକପ୍ର ଏହି ତୃତୀୟ ସଂସ୍କରଣରେ ଦୁଇ ଦୁଇ ଥର ବିଶ୍ବ…