ଆଜିର ଖବର ବସ୍ ଏବଂ କାର ମଧ୍ୟରେ ଧକ୍କା: ଗୋଟିଏ ପରିବାର ୫ ମୃତ, ଅନ୍ୟ ୧୫ ଆହତ ନୂଆଦିଲ୍ଲୀ: ଆଜି ସକାଳେ ରାଜସ୍ଥାନର କରୌଲିରେ ଏକ ବସ୍ ଏବଂ କାର ମଧ୍ୟରେ ଭୟଙ୍କର ଧକ୍କା ହେବାର ଖବର ଆସିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ…