ବିଶେଷ ଖବର ଚଳିତ ଖରିଫରେ ସମବାୟ ବିଭାଗ ପ୍ରଦାନ କରିବ ୯୦୦୦ କୋଟି ଟଙ୍କାର ଫସଲ ଋଣ ଭୁବନେଶ୍ୱର: ଓଡ଼ିଶାର କୃଷି କ୍ଷେତ୍ରରେ ଚାଷୀମାନଙ୍କୁ ସ୍ୱଳ୍ପମିଆଦି ଫସଲ ଋଣ ଯୋଗାଣ କ୍ଷେତ୍ରରେ ସମବାୟ ବିଭାଗ ସର୍ବଦା ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ୨୦୨୨ ଖରିଫ୍ ଫସଲ…