ଆଜିର ଖବର ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ନୌସେନା ଅଧିକାରୀଙ୍କ ଆଜି ଜନ୍ମଦିନ: ପତ୍ନୀଙ୍କ ବିବୃତ୍ତି ଶୁଣିଲେ ଆଖିରୁ ଆସିଯିବ ଲୁହ ନୂଆଦିଲ୍ଲୀ: ଆଜି (୧ ମଇ) ହେଉଛି ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ନୌସେନା ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ଜନ୍ମଦିନ। ବିନୟ…