ଆଜିର ଖବର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର ନୂଆଦିଲ୍ଲୀ: କର୍ଣ୍ଣାଟକରେ ଡିକେ ଶିବକୁମାର ଯୁଗ ଆରମ୍ଭ ହୋଇଛି। ଡିକେ ଶିବକୁମାରଙ୍କ ନୂତନ ମନ୍ତ୍ରିମଣ୍ଡଳର ଅଂଶ ଭାବରେ ତେର ଜଣ ନୂତନ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି।…