ଆଜିର ଖବର ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କେଆରସିଙ୍କ ଝିଅ କବିତାଙ୍କୁ ଗିରଫ କଲା ଇଡି ନୂଆଦିଲ୍ଲୀ: ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ଏବଂ ଏମଏଲସି କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। କେ କବିତାଙ୍କୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଉଛି।…