ଆଜିର ଖବର ବିଜେପିରେ ଯୋଗ ଦେଲେ କ୍ରିକେଟର କେଦାର ଯାଦବ, ଜାଣନ୍ତୁ ତାଙ୍କ ସମ୍ପତ୍ତି ଏବଂ ଦରମା କେତେ? ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ ରାଜନୀତି ମଇଦାନରେ ପ୍ରବେଶ କରିଛନ୍ତି। ସେ ଜୁନ୍ ୨୦୨୪ ରେ କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି।…