ଆଜିର ଖବର ବନ୍ଦ ହେଲା କେଦାରନାଥ ମନ୍ଦିରର ଦ୍ୱାର: ଜାଣନ୍ତୁ ଚଳିତ ବର୍ଷ ବାବାଙ୍କ ଦର୍ଶନ କଲେ କେତେ ଭକ୍ତ? ନୂଆଦିଲ୍ଲୀ: ଆଜି ଭାଇ ଦୂଜର ପବିତ୍ର ଅବସରରେ ବୈଦିକ ମନ୍ତ୍ର ଏବଂ ଧାର୍ମିକ ପରମ୍ପରା ମଧ୍ୟରେ ପ୍ରଭୁ କେଦାରନାଥଙ୍କ ଦ୍ୱାର ଆନୁଷ୍ଠାନିକ ଭାବରେ ଶୀତ ଋତୁ ପାଇଁ…