ଆଜିର ଖବର ସାରା ଅଲ୍ଲୀ ଖାନଙ୍କ କେଦାରନାଥ ଦର୍ଶନରେ ବିବାଦ: ଆପତ୍ତି ଉଠାଇଲେ ମୌଲାନା ବରେଲୀ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ କେଦାରନାଥ ମନ୍ଦିରରେ ପୂଜା-ପାଠ ମାମଲା ବିବାଦରେ ପଡିଛି। ବରେଲୀର ମୌଲାନା ମୁଫତି ସହାବୁଦ୍ଦିନ ରଜଭୀ ବରେଲଭୀ ଏହାକୁ ଶରିୟତ…