ଜାତୀୟ ଖବର ଖୁସି ଖବର: ସୁନାମି ସତର୍କତା ପାଇଁ ଓଡ଼ିଶାର ଦୁଇଟି ଗାଁକୁ ମିଳିବ ଆନ୍ତର୍ଜାତିକ ପ୍ରମାଣପତ୍ର, ଜାଣନ୍ତୁ କେଉଁ ଗାଁ ନୂଆଦିଲ୍ଲୀ, ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର…