ଆଜିର ଖବର ଓଭାଲ ଟେଷ୍ଟ: ପ୍ରଥମ ଦିନ ପରି ଦ୍ଵିତୀୟ ଦିନରେ ମଧ୍ୟ ବର୍ଷା ହେବ କି?, ଜାଣନ୍ତୁ ପାଣିପାଗ ଏବଂ ପିଚ୍ ରିପୋର୍ଟ ନୂଆଦିଲ୍ଲୀ: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟର ଦ୍ୱିତୀୟ ଦିନ। ଓଭାଲରେ ଖେଳାଯାଉଥିବା ଏହି ଟେଷ୍ଟର ପ୍ରଥମ ଦିନ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା।…