ଅପରାଧ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ନୂଆଦିଲ୍ଲୀ: ଥିରୁବନନ୍ତପୁରମର ଏକ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ୨୦୦୮ରେ ଆରଏସଏସ କାର୍ଯ୍ୟକର୍ତ୍ତା ରଞ୍ଜିତଙ୍କ ହତ୍ୟା ମାମଲାରେ ୧୧ ଜଣ ସିପିଆଇ(ଏମ୍) କର୍ମୀଙ୍କୁ ଆଜୀବନ କାରାଦଣ୍ଡ…