ଆଜିର ଖବର ପରଦାରେ ‘କେଶରୀ’ : ଅକ୍ଷୟଙ୍କ ଦମଦାର୍ ସଂଳାପ ସହ ଆକ୍ସନ ଅକ୍ଷୟ କୁମାର ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ଆଜି ପରଦା ଉପରକୁ ଆସିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅନୁରାଗ ସିହ୍ନା।…