ଜାତୀୟ ଖବର ନା ଗଣତନ୍ତ୍ର ଦିବସ, ନା ମହାକୁମ୍ଭ!, ଦେଶର ପ୍ରମୁଖ ପ୍ରସଙ୍ଗରୁ କାହିଁକି ଦୂରେଇଯା’ନ୍ତି ରାହୁଲ ଗାନ୍ଧୀ? ନୂଆଦିଲ୍ଲୀ: ନିକଟରେ ଭାରତ ନିଜର ୭୬ ତମ ଗଣତନ୍ତ୍ର ଦିବସକୁ ବହୁ ଧୁମଧାମରେ ପାଳନ କରିଥିଲା। ଏହା ବ୍ୟତୀତ ଦେଶରେ ଦୁଇଟି ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।…