ଆଜିର ଖବର କରୋନା ସତ୍ତ୍ୱେ ଚଳିତ ବର୍ଷ ଖରିଫ ଚାଷ ଗତ ବର୍ଷଠାରୁ ଅଧିକ ଜମିରେ ହୋଇଛି ନୂଆଦିଲ୍ଲୀ, କରୋନା ମହାମାରୀ ସତ୍ତ୍ୱେ ଚଳିତ ବର୍ଷ ଦେଶରେ ଖରିଫ ଚାଷ ଆଦୌ ପ୍ରଭାବିତ ହୋଇନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ…