ଆଜିର ଖବର କିନ୍ନର ଅଖାଡ଼ାର ବଡ କାର୍ଯ୍ୟାନୁଷ୍ଠାନ: ମହାମଣ୍ଡଲେଶ୍ୱର ପଦରୁ ହଟିଲେ ମମତା କୁଲକର୍ଣ୍ଣି-ଲକ୍ଷ୍ମୀ ନାରାୟଣ ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମଧ୍ୟରେ କିନ୍ନର ଅଖାଡ଼ା ବଡ କାର୍ଯ୍ୟାନୁଷ୍ଠାନ ନେଇଛି। କିନ୍ନର ଅଖାଡ଼ାର ସଂସ୍ଥାପକ ଋଷି ଅଜୟ ଦାସ ମମତା କୁଲକର୍ଣ୍ଣିଙ୍କୁ ମହାମଣ୍ଡଲେଶ୍ୱର ପଦରୁ…