ଆଜିର ଖବର ରାଜସ୍ଥାନରେ ରାଜନୈତିକ ହଲଚଲ: ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ କିରୋଡ଼ି ଲାଲ ମୀଣା, ଜାଣନ୍ତୁ କାରଣ ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ କିରୋଡ଼ି ଲାଲ ମୀଣା ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମାଙ୍କ ନିକଟକୁ ପଠାଇଛନ୍ତି। ତେବେ ଏପର୍ଯ୍ୟନ୍ତ ଇସ୍ତଫା ଗ୍ରହଣ କରାଯାଇ ନାହିଁ।…