ଆଜିର ଖବର ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା ନୂଆଦିଲ୍ଲୀ: IPL 2026 ନିଲାମ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ରିଙ୍କୁ ସିଂହ, ସୁନୀଲ ନରେନ ଏବଂ ଅଜିଙ୍କ୍ୟ ରାହାଣେଙ୍କ ସମେତ 12 ଖେଳାଳିଙ୍କୁ ରିଟେନ କରିଛି।…