ଆଜିର ଖବର ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ଭାବରେ ଏହି ସଫଳତା ହାସଲ କଲେ କେଏଲ ରାହୁଲ ନୂଆଦିଲ୍ଲୀ: କେଏଲ ରାହୁଲ ଏପରି କିଛି ହାସଲ କରିଛନ୍ତି ଯାହା ଆଇପିଏଲରେ କେହି କେବେ ହାସଲ କରିନାହାଁନ୍ତି। ସେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୨୩ ରନର…