ଆଜିର ଖବର ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ! କ୍ରସର ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ, ଖଣି ବିବାଦକୁ ନେଇ ବଢ଼ିଲା ସନ୍ଦେହ କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରେ ଚାଞ୍ଚଲ୍ୟ। ଏକ ଘରୋଇ କମ୍ପାନୀର କ୍ରସରକୁ ଜଗୁଥିବା ଜଗୁଆଳିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ…