ଆଜିର ଖବର ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ: କୋଲକାତାରେ ହେଲା ଜରୁରୀକାଳୀନ ଅବତରଣ ନୂଆଦିଲ୍ଲୀ: ଆସାମର ଡିବ୍ରୁଗଡ଼ରୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଶନିବାର ଏକ ବୋମା ଧମକ ମିଳିଥିଲା। ଇଣ୍ଡିଗୋ…