Categories
ଫଟୋ ଖବର

ପଞ୍ଚମ ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ ଜଣେ ରିକ୍ସା ଚାଳକ ଯାତ୍ରୀଙ୍କ ଅପେକ୍ଷାରେ…

Kolkata: A rickshaw puller awaits passengers in Kolkata during the fifth phase of the nationwide lockdown imposed to mitigate the spread of coronavirus, on June 5, 2020. (Photo: Kuntal Chakrabarty/IANS)

Categories
ଆଜିର ଖବର

ମହଙ୍ଗା ହେଲା କୋଲକାତା ମେଟ୍ରୋ ସେବା

କଲିକତା,27/11 : ମହଙ୍ଗା ହେବାକୁ ଯାଉଛି କୋଲକାତା ମେଟ୍ରୋ ସେବା । ଦୀର୍ଘ 6 ବର୍ଷ ପରେ କୋଲକାତା ମେଟ୍ରୋ ପକ୍ଷରୁ ଏହାର ମୂଲ୍ୟରେ ବୃଦ୍ଧି ଘଟାଯିବ । ପୂର୍ବରୁ ପ୍ରଥମ 5 କିମି ପାଇଁ ଭଡା 5 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା 10 ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରତି 5 କିମି ପିଛା ମୂଲ୍ୟରେ 5ଟଙ୍କା ବୃଦ୍ଧି ଘଟାଯାଇଛି । 25 କିମିରୁ ଅଧିକକ ଦୂର ଯାତ୍ରା କରୁଥିବା ଯାତ୍ରୀ ପୂର୍ବବତ 25 ଟଙ୍କା ପ୍ରଦାନ କରିବେ । ଏହି ବର୍ଦ୍ଧିତ ମୂଲ୍ୟ ଆସନ୍ତା ଡିସେମ୍ବର 5 ତାରିଖରୁ ଲାଗୁ କରାଯିବ ବୋଲି ଜଣା ପଡିଛି । (ଏଜେନ୍ସୀ)