ବିଶେଷ ଖବର 16ଟି ଲୋକସଭା ଆସନ ପାଇଁ 32 ଜଣଙ୍କ ନାମ ସୁପାରିଶ କଲା କଂଗ୍ରେସ ଚୟନ କମିଟି। ଢେଙ୍କାନାଳରୁ ଲଢିବେ କେ.ପି.ସିଂହଦେଓ, କଟକରୁ ପଞ୍ଚାନନ କାନୁନଗୋ। ସମୀକ୍ଷା ବ୍ୟୁରୋ ସକ୍ରିୟ ରାଜନୀତିକୁ ଆସିବେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ। କଂଗ୍ରେସ ଚୟନ କମିଟ ତାଙ୍କ ନାମକୁ ସୁପାରିଶ କରିଛି। କାମାକ୍ଷା ପ୍ରସାଦ ଦୀର୍ଘ…